Masthead

ଆଜି ବି କମ୍ପିବ ବିଧାନସଭା !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ସରଗରମ ରହିବ ବିଧାନସଭା। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ହଟ୍ଟଗୋଳ କରିପାରେ। ଗତକାଲି ବିଧାନସଭାରେ ବିରୋଧୀ ଦଳ ବିଜେଡି ତିନୋଟି ପ୍ରସଙ୍ଗ ଉଠାଇଥିଲେ । ଆଜି ବି ସମାନ ପ୍ରସଙ୍ଗ ଵିଜେଡି ଗୃହରେ ଉଠାଇପାରେ। ରାଜ୍ୟପାଳଙ୍କ ପୁଅ ଏଏସ ଓ ମାଡ଼ ମାରିବା ଘଟଣାରେ ସରକାର କହିଥିଲେ ଜିଲ୍ଲାପାଳ ୧୫ ଦିନ ଭିତରେ ରିପୋର୍ଟ ଦେବେ ବୋଲି । ହେଲେ ସେ ରିପୋର୍ଟର କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲୁ। ଦ୍ୱତୀୟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭାଙ୍ଗ ନୋଟିସ ଆଣିଥିଲୁ, ସେ ସମ୍ପର୍କରେ ବାଚସ୍ପତି କ’ଣ ପଦକ୍ଷେପ ନେଇଛନ୍ତି। ବିଧାନସଭା ଚାଲୁଥିବା ସମୟରେ ଅଗ୍ନିବିରଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା କରିଥିଲେ। ତୃତୀୟରେ ବିରୋଧୀ ନେତା ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ।

ଯାହା ବିରୋଧୀଦଳ ନେତାଙ୍କ ପ୍ରତି ଅପମାନ ଥିଲା। ତାକୁ ଗୃହ ବିବରଣୀ ରୁ ବାଦ ଦେବା ପାଇଁ ଦାବି କରାଯାଇଥିଲା, ତାକୁ ପରୀକ୍ଷା କାରି ପଦକ୍ଷେପ ନେବେ ବୋଲି ବାଚସ୍ପତି କହିଥିଲେ। ସମ୍ପର୍କରେ କଣ ହେଲା ବିଜେଡି ପ୍ରଶ୍ନ କରିଥିଲା. କିନ୍ତୁ ସରକାରୀ ଦଳ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାନ୍ତି. ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ,ସମାବାୟ,ଏମ୍ ଏସ୍ ଏମ୍ ଇ ,ବିଗ୍ୟାନ ଓ କାରିଗରି, ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପ୍ରଶ୍ନ କାଳରେ ରହିଛି। ଅପରାହ୍ନ ଅଧିବେଶନରେ ଏସି ଏସଟି ସଂଖ୍ୟା ଲଘୁ ବିଭାଗର ଖର୍ଚଦାଵି ଆଲୋଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା