Masthead

ପ୍ରକୃତି ଆମକୁ ଯାହା ଦେଇଛି, ସେଥିରେ ଭାଇ ହେଉଛନ୍ତି ଭଗାରୀ :ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଜଳ ସମ୍ପଦରେ ଭରପୁର । ପ୍ରଭୁ ଜଗନ୍ନାଥ ଆମକୁ ସବୁ ଦୃଷ୍ଟିରୁ ସବୁ କିଛି ଦେଇଛନ୍ତି । ଭୂଇଁ ଉପରେ ଦେଇଛନ୍ତି ଜଙ୍ଗଲ, ଭୂଇଁତଳେ ଦେଇଛନ୍ତି ଖଣି ଏବଂ ଭୂଇଁ କଡରେ ଦେଇଛନ୍ତି ବେଳାଭୂମି ସମୁଦ୍ର , ନଦୀ । ଜଳସମ୍ପଦ ଦୃଷ୍ଟିରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞ ରହିବା ଦରକାର । ପ୍ରକୃତି ଆମକୁ ଯାହା ଦେଇଛି, ସେଥିରେ ଆମ ଭାଇ ହେଉଛନ୍ତି ଭଗାରୀ । ପଡୋଶୀ ରାଜ୍ୟମାନେ ଯେଉଁମାନେ ଆମ ଆରମ୍ଭରୁ ଅଛନ୍ତି, ସେମାନେ ଆମର କିଛି ପରିମାଣରେ ବାଧକ ସାଜୁଛନ୍ତି ।

ପ୍ରକୃତି ଆମକୁ ଯେତିକି ଦେଉଛି, ପଡୋଶୀଙ୍କ ସହ କଳି ନ କରି ତତ୍ପରନାସ୍ତି ଉଦ୍ୟମ କରିବା ଉଚିତ । ଯେତିକି ବାକି ପାଣି ମିଳୁଛି ବ୍ରାହ୍ମଣୀ ବୈତରଣୀ ହେଉ ତାହାର ପାଣି କେମିତି ସମୁଦ୍ରରେ ବହି ନ ଯାଉ ଆମେ ତାଙ୍କୁ କୌଣସି ଉପାୟରେ ଅଟକାଇବା । ଆମର ଭୂତଳ ଜାଳସ୍ତରକୁ ବଢାଇବା ଏବଂ ଜଳସମ୍ପଦରେ ଆମେ ଯେତିକି ସମୃଦ୍ଧ ଥିଲେ, ଆମେ ତାଙ୍କୁ ଗରିବ ହେବାକୁ ଦେବାନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ