Masthead

ବିଧାନସଭାରେ ପୁରୁଣାଙ୍କୁ ପ୍ରାଧାନ୍ୟ ସଂସଦ ପାଇଁ ନୂଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିକୁ ଘାରିଛି ବିଦ୍ରୋହ ନିଆଁ । ଷଷ୍ଠ ଥର ସରକାର ଗଢିବା ପାଇ ଚାଲିଛି ଗୋଟିଚାଳନା । ଭୟରେ ଦଳ କାଟିଲାନି ବିଧାୟକଙ୍କ ଟିକେଟ । ୧୧୭ ଆସନରେ ପ୍ରାଥୀ ଦେଇ ସାରିଲେ ବି ୩୦ ଆସନକୁ ନେଇ ଟେନସନ ରେ ସୁପି୍ରମ । ପରିବାରକୁ ମିଳିଥିବା ନେତାଙ୍କୁ ବାଦ ଦେବା ପରେ ମଧ୍ୟ ଏହାରି ଭିତରେ ୬ରୁ ଅଧିକତ୍ତବତ୍ତମାନର ବିଧାୟକଙ୍କ ଟିକେଟ କାଟିଛି ବିଜେଡି ବାଦ ପଡିଛନ୍ତି ୫ ସାସଂଦ ।

ସାସଂଦଙ୍କୁ ନେଇ କାହିଁକି ଦଳକୁ ନାହିଁ ଟେନସନ , ବିଧାୟକଙ୍କୁ ନେଇ ଦଳ ଲଗାଇଦେଇଛି ଦମ । ମେଣ୍ଟ ଭାଙ୍ଗିବା ପରେ ଏବେ ଆଉ ଦଳ ଡେଞ୍ଜର ଜୋନକୁ ଯିବାକୁ ଚାହୁ୍ଁନି । ୨୦୧୯ର ରେର୍କଡ ଭାଙ୍ଗିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ନବୀନ । ମାପିଚୁପି ପ୍ରାର୍ଥୀ ଦେଉଛି ବିଜେଡି । ମୋଦିଙ୍କୁ ଭଲ ଭାବରେ ଜାଣନ୍ତି ନବୀନ, କିଛି ବି କାରିପାରନ୍ତି ମୋଦ । ତେଣୁ ନୋ ରିକ୍ସ, ନୋ ଟେନସନ ଫର୍ମୁଲାରେ ଆଗେଇଛି ବିଜେଡ । ଯିଏ କରୁଛି ବିଦ୍ରୋହ ତାକୁ ହେଉଛି ତିସ୍କାର । ଫଳାଫଳ ହିଁ କହିବ ବିଜେଡି ଫର୍ମୁଲା କେତେ କରୁଛି କାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ