Before Header

ଆଜି ନିଟ୍ ପରୀକ୍ଷା

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ନିଟ୍ ପରୀକ୍ଷା । ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ହଲରେ କିଭଳି ଭାବେ ପିଲାମାନେ ସୁରୁଖୁରୁରେ ବସି ପରୀକ୍ଷା ଦେଇପାରିବେ ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ହୋବକୁ ଥିବା ସହର ସଂଖ୍ୟା ଚଳିତ ବର୍ଷ ବୃଦ୍ଧି କରାଯାଇଛି । ଉଭୟ ଦେଶ ଓ ବିଦେଶରେ ୨୦୨ଟି ସହରରେ ହୋଇଥିବା ୩ହଜାର ୮୬୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.