Masthead

ମୋହନ ସରକାରଙ୍କୁ ନବୀନଙ୍କ କେତେ ମାର୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋହନଙ୍କ ଶହେ ଦିନର ସରକାର । କେତେ ସଫଳ କେତେ ବିଫଳ? ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପ୍ରତିଶ୍ରୁତି ପାଳନ ଦିଗରେ କାର୍ଯ୍ୟ କରିଚାଲିଛି ବିଜେପି । ହେଲେ ଏହାରି ଭିତରେ ନୂଆ ସରକାରଙ୍କୁ ନେଇ ନବୀନ ରଖିଛନ୍ତି ମତ । ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାର ଆୟୋଜିତ ସାହିତ୍ୟ ଉତ୍ସବ ଅ’ରେ ମତ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜାନା ଆଣି ମହିଳାଙ୍କ ଆସ୍ଥା ବିଶ୍ୱାସ ଭାଜନ ହୋଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଫିଟାଇବା, ଧାନ କ୍ୱିଂଟାଲ ୩୧ ଶହ ଭଳି ଅନେକ ପଦକ୍ଷେପ ଏବେ ଚଚ୍ଚାର ବିଷୟ ପାଲଟିଛି ।

ହେଲେ ନବୀନ କହିଛନ୍ତି ଯେ ସରକାର ଏଠି ବିଫଳ । କିଛି ଠିକ୍ ଠାକ୍ ଚାଲିନାହିଁ । ଏ ସରକାରଙ୍କୁ ଏବେ ମାର୍କ ଦେଇହେବ ନାହିଁ । ସେପଟେ ୱାନ ନେସନ, ୱାନ ଇଲେକ୍ସନଙ୍କୁ ନେଇ ମଧ୍ୟ ନିଜ ପକ୍ଷ ରଖିଛନ୍ତି । ସେତେବେଳେ ମୋଦିଙ୍କୁ ସମର୍ଥନ ଦେଇଥିବା ନବୀନ ଏବେ ପରାଜିତ ହେବା ପରେ କହିଛନ୍ତି ଯେ ଏହାର ଚୂଡ଼ାନ୍ତ ରୂପରେଖ ଜାଣିବା ପରେ ଆମେ ନିଷ୍ପତ୍ତି ନେବୁ । ବରିଷ୍ଠ ପତ୍ରକାର ପ୍ରଭୁ ଚାୱାଲାଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଥିଲେ ନବୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା