Masthead

ପୁଣି ଫେରିଲା ଜିତୁ ମଙ୍ଗରାଜ, ମନୋଜ ମିଶ୍ର କଳି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଫେରିଲା ଜିତୁ ମଙ୍ଗରାଜ, ମନୋଜ ମିଶ୍ର କଳି । ଯେଉଁ ଜିତୁ ମଙ୍ଗରାଜଙ୍କ କଥାକୁ ନେଇ ଓଲିଉଡ କଳିର ସୂତ୍ରପାତ ହୋଇଥିଲା, ଯେଉଁ କଳିକୁ ମନୋଜ ମିଶ୍ର ଆଗକୁ ବଢାଇଥିଲେ, ଏବେ ପୁଣି ସେଇ ସମାନ କଥା ସାମ୍ନାକୁ ଆସିଛି । ଜିତୁ ମଙ୍ଗରାଜ ଏକ ପୋଷ୍ଟ କରିଥିଲେ ଯାହାର ସ୍କ୍ରିନ ସଟ ସେୟାର କରି ମନୋଜ ମିଶ୍ର କିଛି ଲେଖିଛନ୍ତି ଠିକ୍ ସେ ନ ଦେଖି ଠିକ୍ ସେ ନପଢି ଅର୍ଥକୁ ଅନର୍ଥ କରିବା ଅଭ୍ୟାସ ସୁପରଷ୍ଟାର ଶିଷ୍ୟମାନଙ୍କ ଯାଇନି ।

ଜିତୁ ମଙ୍ଗରାଜ ଲେଖିଥିଲେ ମତେ ଯେତେ ମାଜିବୁ ମାଜ ମୁଁ ସେଇ ଦରପୋଡ଼ା କାଠ । ସେ ଲୋକକୁ ଟିଭି ଠାରୁ ଦୂରେଇ ରଖ । ତାର ବିଭ୍ରାନ୍ତକାରି ମନ୍ତବ୍ୟ ଓ ବାକ ସଂଜମତା ତାଚ୍ଛଲ୍ୟ ଅଗଣିତ ଓଡ଼ିଆ ସିନେମା ପ୍ରେମୀଙ୍କ ମନରେ ଆଘାତ ଦେବା ସହିତ ନୂଆ ବିବାଦକୁ ଅମନ୍ତ୍ରଣ କରିବ । ଓଡ଼ିଶାରେ କ୍ରିଏଟିଭ ଲୋକ ନାହାନ୍ତି । କେବଳ ଏ ପୋଡ଼ାମୁହାଁ ହିଁ ଗୋଟିଏ କ୍ରିଏଟିଭ ପରସନ । କିନ୍ତୁ ମନୋଜ ଏ ପୋଷ୍ଟ ଅପଲୋଡ଼ କରିବା ପରେ ଡିଲିଟ କରି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ