Masthead

୩୨ ବଟଲ ବିଦେଶି ମଦ ଜବତ ସହ ଜଣେ ଗିରଫ

ଘସିପୁରା(ବଡ଼ ଖବର ବ୍ୟୁରୋ): ଚଢଉ କରି ୩୨ ବଟଲ ବିଦେଶି ମଦ ଜବଦ କରିବା ସହ ସେହି ଗ୍ରାମର ନାରାୟଣ ଜେନା ଙ୍କୁ ଗିରଫ କରିଛି ରାମଚନ୍ଦ୍ରପୁର ପୋଲିସ ।ବେଆଇନ ବିଦେଶି ମଦ କାରବାର ଦୀର୍ଘ ଦିନ ହେଲା ଭାଳୁକା ଗ୍ରାମରେ ଚାଲି ଆସୁଥିବା ନେଇ ଅଭିଯୋଗ ହେବା ପରେ ଗତ ୩୧ ତାରିଖରେ ଜଣକୁ ଗିରଫ କରିଥିଲା ରାମଚନ୍ଦ୍ରପୁର ପୋଲିସ । ପରେ ରାମଚନ୍ଦ୍ରପୁର ଥାନାଧିକିରୀ ବିଜୟ କୁମାର ସିଂ ଙ୍କ ନିର୍ଦ୍ଦେଶରେ ଏସ ଆଇ ଅନୂସୟା ସେଠୀ, ଧର୍ମେନ୍ଦ୍ର ମହାପାତ୍ର ଅଚାନକ ଚଢାଉ କରି ମଦ ଜବତ କରିବା ସହ ଗିରଫ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା