Before Header

ବାହାନଗା ଟ୍ରେନ ଦୁର୍ଘଟଣାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ

0 41

କଟକ (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। କଟକ ଏସସିବିରେ ଚିକିତ୍ସାଧୀନ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ପ୍ରକାଶ ରାମ୍ । ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ଏସସିବିର ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିଲେ ପ୍ରକାଶ ।

Leave A Reply

Your email address will not be published.