ହୁ ହୁ ହୋଇ ବଢୁଛି ପିଆଜ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଚାହିଦା ଅନୁସାରେ ପିଆଜ ଉତ୍ପାଦନ ହେଉଛି କିନ୍ତୁ ସଂରକ୍ଷଣ ସମସ୍ୟା ଯୋଗୁଁ ଆକାଶଛୁଆଁ ହେଲାଣି ପିଆଜ ଦର । ରାଜ୍ୟରେ ଅଧିକାଂଶ ସ୍ଥାନରେ ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ପିଆଜ । ଏଭଳି ପରିସ୍ଥିତିରେ ଏହାର ପାଇଦା ଉଠାଉଛନ୍ତି ବାହାର ରାଜ୍ୟର ପିଆଜ ବେପାରୀ । ରାଜ୍ୟରେ ବର୍ଷକୁ ପ୍ରାୟ ୩.୭୫ ଲକ୍ଷ ଟନ୍ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି।

ନୂଆପ଼ଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ରବି ଋତୁରେ ପିଆଜ ଚାଷ ହୁଏ। କମ୍ ବୃଷ୍ଟିପାତ ଅଞ୍ଚଳରେ ଅଧିକ ପିଆଜ ଚାଷ ହେଉଥିଲେ ଏଭଳି ଦର ମଧ୍ୟ ବଢନ୍ତା ନାହିଁ। ନାସିକରେ ଏକ ପ୍ରକାର ନାଲି ପିଆଜ ଆସିଥାଏ, ବର୍ଷା ଦିନରେ ଏହା ନଷ୍ଟ ହେଲେ ଦର ଆହୁରି ଅଧିକ ହୋଇଯାଏ। ଉତ୍ପାଦନ ଭଲ ହେଲେ ମହାରାଷ୍ଟ୍ର ଓ ଗୁଜରାଟ ଭଳି ଓଡ଼ିଶାରୁ ମଧ୍ୟ ପିଆଜ କ୍ରୟ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ