Masthead

ଏସଡିପିଓଙ୍କ ଜୁଲମ ବିରୋଧରେ ଅଫିସ ଆଗରେ ଧାରଣା

ଯୋଡ଼ା (ବଡ଼ ଖବର ବ୍ୟୁରୋ): ବଡବିଲ ଏସଡିପିଓଙ୍କ ଜୁଲମକୁ ବିରୋଧ କରି ଗରିଫ ହୋଇଥିବା ଟ୍ରକ ମାଲିକଙ୍କ ପରିବାର ଲୋକେ ଏସଡିପିଓ ଅଫିସ ସାମ୍ନାରେ ଧାରଣା। ବିଗତ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିବା ଯୋଡା ମାଇନିଂ ଏରିଆ ଟ୍ରକ ମାଲିକମାନଙ୍କୁ ପ୍ରଥମେ ଆକ୍ରମଣ  କରିଥିଲେ ।

ଏବେ ପୋଲିସ ଲଗାଇ ମିଛ କେସରେ ଚାରିଜଣଙ୍କୁ ରାତି ଅଧିଆ ଗିରଫ କରାଇବାରେ ବିଧାୟିକାଙ୍କ ହାତଥିବା ଟ୍ରକ ମାଲିକଙ୍କ ପରିବାର ଅଭିଯୋଗ କରିଛନ୍ତି। ଏଥିସହିତ ତୁରନ୍ତ ଗିରଫ ଟ୍ରକ ମାଲିକଙ୍କୁ ଛାଡିବା ପାଇଁ ଦାବି କରିବା ସହ ବଡବିଲ ଏସଡିପିଓଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ