Masthead

ବିରୋଧୀଙ୍କ ଆସନ୍ତାକାଲି କଳା, ଆଜି କଳା ଏବଂ ଭବିଷ୍ୟତ ମଧ୍ୟ କଳା: ପୀୟୁଷ ଗୋୟଲ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ସଂସଦ ପରିସରରେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚାଡ୍ଡାଙ୍କୁ କରିଛନ୍ତି ସମାଲୋଚନା । କହିଛନ୍ତି ଆଜିକାଲି କଳା କାଉ ମଧ୍ୟ ସେମାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। ସେମାନଙ୍କର ଆସନ୍ତାକାଲି ମଧ୍ୟ କଳା, ଆଜି ମଧ୍ୟ କଳା ଏବଂ ଭବିଷ୍ୟତ ମଧ୍ୟ କଳା ଅଟେ । ଆମେ ନକାରାତ୍ମକ ମାନସିକ ବ୍ୟକ୍ତି ଭାରତ ସହ୍ୟ କରିବ ନାହିଁ । ସେପଟେ ମଣିପୁର ପ୍ରସଙ୍ଗକୁ ନେଇ କହିଛନ୍ତି ଏଭଳି ଗମ୍ଭୀର ବିଷୟକୁ ନେଇ ରାଜନୀତିକରଣ କରାଯାଉଛି।

ଏହା ହେଉଛି ଭାରତର ପରିଚୟର ପ୍ରଶ୍ନ। ଗୋୟଲ କହିଛନ୍ତି ଯେ କଳା ପୋଷାକ ପିନ୍ଧିଥିବା ଲୋକମାନେ ଆଜି ଦେଶର ବଢୁଥିବା ଶକ୍ତି କ’ଣ ବୁଝିପାରୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ମନରେ କଳା, ସେମାନଙ୍କ ହୃଦୟରେ କ’ଣ ଲୁଚି ରହିଛି? ହୃଦୟରେ କଳା ଅଛି, କଳା ଟଙ୍କା ଲୁଚି ରହିଛି କି? ସେମାନଙ୍କର କ’ଣ କରନାମା ରହିଛି , ଯାହା ସେମାନେ ଦେଖାଇବାକୁ ଚାହାଁନ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ