୨୦୦ଏମପିଙ୍କୁ ଅଟକାଇବାକୁ ୨୦୦୦ପୋଲିସ ମୁତୟନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ପ୍ରସଙ୍ଗରେ ଇଡି କାର୍ଯ୍ୟାଳୟକୁ ବିରୋଧୀଙ୍କ ପଦଯାତ୍ରା । ୧୭ ବିରୋଧୀ ଦଳର ସାଂସଦ ସଂସଦ ଗୃହରୁ ଇଡି କାର୍ଯ୍ୟାଳୟକୁ ପଦଯାତ୍ରା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ୧୪୪ ଧାରା ଜାରି କରି ସେମାନଙ୍କୁ ବିଜୟ ଛକଠାରେ ଅଟକାଇ ଦେଇଥିଲା। ଯାହାଦ୍ୱାରା ନାରାବାଜି କରିଥିଲେ । ସାଂସଦମାନେ କ୍ରୋଧିତ ହୋଇ ସେଠାରେ ହିଁ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ।

ଏହାକୁ ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ୨୦୦ଏମପିଙ୍କୁ ଅଟକାଇବା ପାଇଁ ୨୦୦୦ପୋଲିସ ମୁତୟନ କରାଯାଇଛି। ଏହାପରେ ଏମପିମାନେ ସଂସଦକୁ ଫେରିଯାଇଥିଲେ। ବୁଧବାର ମଲ୍ଲିକାର୍ଜୁନ ଖଡଗେ ସମସ୍ତ ଏମପିଙ୍କ ସହ ଏକ ସ୍ମାରକପତ୍ର ଦାଖଲ କରିବାକୁ ଇଡି କାର୍ଯ୍ୟାଳୟକୁ ଯିବାକୁ ଚାହୁଁଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ଅନୁମତି ଦେଉନାହିଁ ଏବଂ ସରକାର ସେମାନଙ୍କୁ କହିବାକୁ ଅନୁମତି ଦେଉନାହାଁନ୍ତି ବୋଲି ଖଡଗେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’