Masthead

ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ

ନୂଅପଡ଼ା(ବଡ଼ ଖବର ବ୍ୟୁରୋ): ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ। ଲାଲ ଗଡ଼ରେ ବିକାଶ ଦରକାର। ପୋଲିସ ଇନଫର୍ମର ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛି ଲାଲ ବାହିନୀ। ଆମେ ପ୍ରକୃତି କୋଳରେ ବଞ୍ଚିବା ଲୋକ, ଆମେ ଶାନ୍ତିରେ ବଞ୍ଚିବାକୁ ଚାହୁଁ। ଏମିତି କହି ମାଓ ଗଡ଼ରେ ମାଓବାଦୀଙ୍କୁ ବିରୋଧ କରିଛନ୍ତି ନୂଆପଡ଼ାର ,ସୁନାବେଡା ଓ ସୋସେଙ୍ଗ ପଂଚାୟତର ଆଦିବାସୀ ମାନେ। ଏହି ପଂଚାୟତର ଆଦିବାସି ମାନେ ଏକ ରାଲି ବାହାର କରି ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି, ମାଓ ଦମନ , ଅଞ୍ଚଳର ବିକାଶ ଓ ସୁରକ୍ଷା ପାଇଁ ଆମାମୋରା ଓ ପାଟଧାରା ଅଞ୍ଚଳରେ ସିଆରପିଏଫ କ୍ୟାମ୍ପ ଦାବି କରିଛନ୍ତି।

ନୂଆପଡ଼ାର ସୁନାବେଡା ଅଭୟାରଣ୍ୟ , ଛାତିଶଗଡ଼ ଉଦନ୍ତି ଅଭୟାରଣ୍ୟ ସହିତ ଲାଗି ରହିଥିବାରୁ ଓ ଏହା ଏକ ବିସ୍ତୃତ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ଏଠାରେ ମଓବାଦୀ ମାନେ ସକ୍ରିୟ ଥିଲେ। ଏହି ଅଞ୍ଚଳର ଆଦିବାସୀ ମାନଙ୍କୁ ଅନେକ ସମୟରେ ମାଓବାଦୀ ମାନେ ହତ୍ୟା କରିଥିବାରୁ ଏବେ ଏ ଅଞ୍ଚଲରୁ ମାଓ ଦମନ ଚାହୁଁଛନ୍ତି ଏଠାକାର ଲୋକ ମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା