Masthead

ଭାରତ ଫେରିଲେ ଅଦର ପୁନାୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କର: ବମ୍ବେ ହାଇକୋର୍ଟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଦର ପୁନାୱାଲା ଭାରତ ଫେରିବେ । ତେବେ ଏହା ଆଗରୁ ତାଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ବମ୍ବେ ହାଇକୋର୍ଟ । ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲାଙ୍କୁ ଟିକା ଯୋଗାଣ ନେଇ ବହୁ ଧମକ ପୂର୍ଣ୍ଣ କଲ ଓ ମେସେଜ ଆସୁଥିବା ଅଭିଯୋଗ କରି ସେ କିଛିଦିନ ତଳେ ଇଂଲଣ୍ଡ ଚାଲିଯାଇଥିଲେ ।

ବିଚାରପତି ଏସଏସ ସିନେ୍ଧ ଓ ଅଭୟ ଆହୁଜାଙ୍କୁ ନେଇ ଗଠିତ ଏକ ବେଞ୍ଚ କହିଛନ୍ତି ଯେ, କରୋନା ନିରୋଧୀ ଟିକା ଉତ୍ପାଦନ କରି ପୁନାୱାଲା ଦେଶ ଲାଗି ମହାନ ସେବା କରୁଛନ୍ତି । ତେଣୁ ତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଧ୍ୟାନଦେବା ଆବଶ୍ୟକ । ପୁନାୱାଲାଙ୍କୁ ଜେଡ+ ସିକ୍ୟୁରିଟି ଯୋଗାଇବାକୁ କୋର୍ଟରେ ପିଟିସନ ଦାଖଲ ହୋଇଥିଲା ଯାହାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ