ବଦଳିଲେ ଓପିଏସସି ସଚିବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ବଦଳିଲେ ଓପିଏସସି ସଚିବ । ରାମଚନ୍ଦ୍ର ପାଲଟାଙ୍କୁ ମିଳିଛି ଓପିଏସସି ସଚିବ ଦାୟିତ୍ୱ । ସେହିଭଳି ପ୍ରମୋଦ ମିଶ୍ର ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହୋଇଥିବା ବେଳେ ଦେବବ୍ରତ ସାହୁଙ୍କୁ ମିଳିଛି ଗଂଜାମ ଏଡିଏମ ଦାୟିତ୍ୱ । ବିଶ୍ୱରଂଜନ ରଥ ହୋଇଛନ୍ତି ବିଡିଏ ଯୁଗ୍ମ କମିସନର । ସେହିପରି ଆସ୍କା ଚିନି କଳର ଏମଡି ହୋଇଛନ୍ତି ପ୍ରିୟରଂଜନ ପୃଷ୍ଟି । ଯାଜପୁରର ଏଡିଏମ ହୋଛନ୍ତି ଶୁଭେନ୍ଦ୍ର କୁମାର ସାମଲ ।

ଦିବ୍ୟଲୋଚନ ମହାନ୍ତ କଟକ ଜିଲ୍ଲା ଅବକାରୀ ଯୁଗ୍ମ କମିସନର ହୋଇଥିବା ବେଳେ ମଧୁସୂଦନ ବେହେରା ହୋଇଛନ୍ତି ଭୁବନେଶ୍ୱର ଉପଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀ ସୂର୍ଯ୍ୟସ୍ମିତା ସାହୁଙ୍କୁ ମିଳିଛି ଓସିସିଏଲ ଦାୟିତ୍ୱ । ବଲାଙ୍ଗିର ଜିଲ୍ଲାପରିଷଦ ଅତିରିକ୍ତି ଏକଜିକୁ୍ୟଟିଭ ଅଫିସର ହୋଇଛନ୍ତି ତରଣୀ ସୁନା । ସେହିଭଳି ତାଳଚେର ପାଇଛି ନୂଆ ଉପଜିଲ୍ଲାପାଳ । ମନୋଜ ତ୍ରିପାଠୀଙ୍କୁ ମିଳିଛି ଦାୟିତ୍ୱ । ଭୁବନେଶ୍ୱର ବିଏମସିର ଡେପୁଟି କମିସନର ମଧ୍ୟ ବଦଳିଛନ୍ତି । ସ୍ୱାଗତ ଦାସ ହୋଇଛନ୍ତିବ ବିଏମସି ନୂଆ ଡେପୁଟି କମିସନର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ