Masthead

ଓଡ଼ିଶାରେ ଏମିତି ଶୈଳୀରେ କିଏ ଧୋତି ପିନ୍ଧେ: କ୍ରିଷ୍ଣା ମହାନ୍ତି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଗୋପବନ୍ଧୁ ପାର୍କରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତୃଟିପୁର୍ଣ ପ୍ରତିମୂର୍ତ୍ତି କୁ ନେଇ ବିବାଦ ତେଜିବାରେ ଲାଗିଛି । ଅନଗୁଳ ପ୍ରଶାସନ ଗୋଟିଏ ଭୁଲକୁ ଲୁଚାଇବାକୁ ଯାଇ ଏକାଧିକ ଭୁଲ କରିଚାଲିଛି । ଚାରିଆଡୁ ନିନ୍ଦା ଓ ସମାଲୋଚନା ପରେ  ପୌରପାଳିକା ପୋଷାକ ପରିଧାନରେ ପରିବର୍ତ୍ତନ କରିଥିଲା ।

ଦୋଷ ଘୋଡାଇବାକୁ ଯାଇ ନବବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ଉପରେ ଧୋତି ପିନ୍ଧାଇ ଥିବାବେଳେ ଧୋତି ପିନ୍ଧା ଶୈଳୀ ପ୍ରତିମୂର୍ତ୍ତିକୁ ଅଧିକ ବିକୃତ କରୁଥିବା ଅଭିଯୋଗ ହୋଇଛି । ପ୍ରତିମୂର୍ତ୍ତିରେ ପାଦ ଯାଏଁ ଧୋତି ପିନ୍ଧାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଓଡ଼ିଶାରେ ଏମିତି ଶୈଳୀରେ କିଏ ଧୋତି ପିନ୍ଧେ ବୋଲି ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି ପ୍ରଶ୍ନ କରିଛନ୍ତି । ନବବାବୁଙ୍କ ପ୍ରତିମୂର୍ତ୍ତିକୁ ଏବେ ନାଗପୁରିଆ ଶୈଳୀରେ ପାଦ ଯାଏଁ ଧୋତି ପିନ୍ଧାଇ ଦିଆ ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ