Masthead

ଜ୍ୟୋତିଙ୍କ ୟୁପି ଲିଙ୍କ

ଖୋଲୁଛି ପାକିସ୍ତାନ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଗୁମର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୋଲୁଛି ପାକିସ୍ତାନ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଗୋଟିଏ ପରେ ଗୋଟିଏ ଗୁମର । ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ସବୁ ରାଜ୍ୟର ତଥ୍ୟ । ପୁରୀ, କୋଲକାତା ପରେ ଏବେ ୟୁପି ସହ ଲିଙ୍କ ଥିବା ଅଭିଯୋଗ । ମହାକୁମ୍ଭ ସମୟରେ ପ୍ରୟାଗରାଜ ଯାଇଥିଲେ ଜ୍ୟୋତି । ଜ୍ୟୋତିଙ୍କୁ ଘନ ଘନ ଜେରା କରୁଛି ଏନଆଇଏ, ଗୁଇନ୍ଦା ସଂସ୍ଥା । ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଦିନ ମହାକୁମ୍ଭ କ୍ଷେତ୍ରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଏନେଇ ତଦନ୍ତ କରୁଛି ଗୁଇନ୍ଦା ସଂସ୍ଥା । ସେ କାହା ସହିତ ପ୍ରୟାଗରାଜ ଯାଇଥିଲେ ଏବଂ କେଉଁ କେଉଁ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥାଇପାରନ୍ତି ସେନେଇ ତଥ୍ୟ ସଂଗ୍ରହ କରୁଛି । ସେ ଦିଲ୍ଲୀରୁ ପ୍ରୟଗରାଜ କିପରି ପହଞ୍ଚôଲେ ଏବଂ ସେଠାରେ ସେ କେଉଁ ଲୋକଙ୍କୁ ଭେଟିଲେ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଇଛି । ସୂତ୍ର ଅନୂଯାୟୀ ଅଧିକ ସୂଚନା ପାଇବା ପାଇଁ, ସେ ତାଙ୍କ ୟୁଟୁ୍ୟବ୍ ଚ୍ୟାନେଲରେ ଅପଲୋଡ୍ କରିଥିବା ୪୨.୨୦ ମିନିଟର ଭିଡିଓରେ ମଧ୍ୟ ତଦନ୍ତ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର