Masthead

ବିଜେଡି ନେତାଙ୍କ ଛାତି ଧଡ଼ଧଡ଼…କାହାର କଟିବ, କାହାକୁ ମିଳିବ ଟିକେଟ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରାର୍ଥୀ ପାଇଁ ଆଶାୟୀ ହେବା କିଛି ନୂଆ କଥା ନୁହେଁ।ଇଲେକ୍ସନ ଯେତେ ପାଖେଇ ଆସେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଏ। ଦଳ ନିଷ୍ପତ୍ତି ନେବ କାହାକୁ ପ୍ରାର୍ଥୀ କଲେ ଭଲ ହେବ ଦଳ ଜିତିବ, ସରକାର ଗଠନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି ଏଇଟା ନୂଆ ନୁହେଁ ସବୁଥର ଆଶାୟୀ ରୁହନ୍ତି । ଯିଏ ଟିକେଟ ପାଇବା କଥା ପାଇବେ।

ଇଲେକ୍ସନ ହୁଏ ଯିଏ ଟିକେଟ ପାଇବା କଥା ପାଆନ୍ତି ନିର୍ବାଚନ ଲଢନ୍ତି। ବିଜେଡି ସବୁ ବେଳେ ଇଲେକ୍ସନ ପାଇଁ ପ୍ରସ୍ତୁତ। ପ୍ରାର୍ଥୀ ଦଳର ଅଭାବ ନାହିଁ। ଭିତରେ ଭିତରେ ବିଜେଡି ସିଲେକ୍ସଂ କରୁଛି। ମାପଦଣ୍ଡ ପ୍ରାର୍ଥୀର ଯୋଗ୍ୟତା ଓ ଜିତିବା କେତେ ସମ୍ଭବ ତାକୁ ଦେଖାଯାଇ ଟିକେଟ ଦିଆ ଯାଏ । ଚଳିତ ଥର ମଧ୍ୟ ସେୟା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି