Masthead

ବାସୁଦେବପୁର କଂଗ୍ରେସର ପୌରପାଳିକା ଘେରାଉ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ବାସୁଦେବପୁର କଂଗ୍ରେସ ପକ୍ଷରୁ ପୌରପାଳିକା ଘେରାଉ । ବିଭିନ୍ନ ଦାବିନେଇ ପୌରପାଳିକା ଘେରାଉ ଉଦ୍ୟମ କରିଛି କଂଗ୍ରେସ । ଆଗାମୀ ୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ବାସୁଦେବପୁର ରାଜନୀତି ସେତିକି ସରଗରମ ହେବାରେ ଲାଗୁଛି । ବାସୁଦେବପୁର କଂଗ୍ରେସ ନେତା ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ପୌରପାଳିକାର ବିଭିନ୍ନ ଅନିୟମିତତାକୁ ନେଇ ହଜାର ହଜାର କଂଗ୍ରେସ କର୍ମୀ ଏକତ୍ରିତ ହୋଇଛନ୍ତି । ଯେପରିକି ବାସୁଦେବପୁର ଧାମରା ରାସ୍ତା କାର୍ଯ୍ୟ କରୁଥିବା ଠିକା କମ୍ପାନି ଅଧାରୁ ପଳାଇଯିବା । ଧାମରାକୁ ଯାଉଥିବା ଆଇରନ ଗାଡିକୁ ସକାଳୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବନ୍ଦରଖିବା । ରାସ୍ତା ପାଖରୁ ବିଛିନ୍ନ କରିଥିବା ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା ଏବଂ ପୌରପାଳିକାରେ ଏକ ଛତ୍ର ଭାବେ ବିଜେଡି ଅଧକ୍ଷ କାର୍ଯ୍ୟ କରିବାକୁ ନେଇ ଘେରାଉ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ