Masthead

ଜନସାଧାରଣ ଲୋକାଲ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରୁଛନ୍ତି: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ମାହୋଲ ଭଲ ରହିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଜନସାଧାରଣ ଲୋକାଲ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । କଂଗ୍ରେସ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅକୁ ଟିକେଟ ଦେଇଛି । ସିଏ ସେହି ଅଂଚଳର ଲୋକାଲ ବ୍ୟକ୍ତି । ବିଜେଡି ଓ ବିଜେପିର ପ୍ରାର୍ଥୀ ଝାରସୁଗୁଡା ବାସିନ୍ଦା ନୁହନ୍ତି ।

ତେଣୁ ସାଧାରଣ ଜନତା କଂଗ୍ରେସକୁ ଭୋଟ ଦେବାକୁ ପସନ୍ଦ କରିବେ । ବିଜେଡି ସର୍ବଦା ଧନବଳ, ବାହୁବଳ, ସରକାରୀ କଳ ଲଗେଇ ନିର୍ବାଚନରେ ବିଜୟ ପାଇଁ ଚେଷ୍ଟା କରନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେଲା, ଜଣେ ୧୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଗଲା । ଏହା ଫଳରେ ଝାରସୁଗୁଡା ଅଶାନ୍ତ ହୋଇଯାଇଛି । କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାରସୁଗୁଡାରେ ଶାନ୍ତି ଫେରି ପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ