Before Header

ରକ୍ତ ସମ୍ପର୍କରେ ଛିଟା, ମାଆକୁ ହତ୍ୟା କଲା ପୁଅ

0 102

ଅତାବିରା (ବଡ଼ ଖବର ବ୍ୟୁରୋ): ରକ୍ତ ସମ୍ପର୍କରେ ଛିଟା । ଜନ୍ମ କଲା ମାଆଙ୍କୁ ପିଟି ପିଟି ହତ୍ୟା କଲା ପୁଅ । ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ସଦର ଥାନା ପିପିଲିପାଲି ଗାଁରେ । ଗତକାଲି ରାତିରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ମାଆ ଙ୍କୁ ପିଟି ପିଟି ହତ୍ୟା କରିଛି ପୁଅ । ଅଭିଯୁକ୍ତ ହେଲେ କାର୍ତ୍ତିକ ଭୁଏ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍ତ୍ତିକକୁଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ ।

Leave A Reply

Your email address will not be published.