Masthead

ଋଷ ୟୁନିଭର୍ସିଟି କ୍ୟାମ୍ପସରେ ଗୁଳିକାଣ୍ଡ ୮ ମୃତ

ବଡ଼ ଖବର ବ୍ୟୁରୋ : ରୁଷର ପର୍ମଷ୍ଟେଟ୍ ୟୁନିଭର୍ସିଟରେ ସକାଳେ ଆତତାୟୀର ଗୁଳିରେ ୮ଜଣଙ୍କ ଜୀବନ ଯିବା ସହ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସୁରକ୍ଷା ବଳ ପହଂଚି କାଉଣ୍ଟର ଆଟାକ କରିବା ଫଳେରେ ଆତତାୟୀ ମଧ୍ୟ ନିହତ ହୋଇଥିବା । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ମିଳିଥିବା ଖବର ଅନୁସାୋରେ, ଆତତାୟୀ ଠାରୁ ବଂଚିବାକୁ ଝରକା ଦେଇ ଛାତ୍ରମାନେ ଜଣେ ଅଜ୍ଞାତ ବ୍ୟକ୍ତି ‘ପିଏସ୍‌ୟୁ’ର ଗୋଟିଏ ଅଟ୍ଟାଳିକାରେ ଗୁଳି ଚଳାଇଥିଲେ।

୍ରୁରଷ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଉପରୋକ୍ତ ଘଟଣାରେ ୧୦ରୁ ଅଧିକ ‌ବ୍ୟକ୍ତି ଆହତ ହୋଇଛନ୍ତି । ରୁଷ୍‌ର ‘ଟାସ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାକରେ, ଆକ୍ରମଣକାରୀଙ୍କ ଠାରୁ ବର୍ତ୍ତିବା ପାଇଁ କେତେକ ଶିକ୍ଷାର୍ଥୀ ବିଶ୍ବବିଦ୍ୟାଳୟ ଅଡିଟରିୟମ୍‌ରେ କବାଟ କିଳି ରହିଥିଲେ। କେତେକ ଶିକ୍ଷାର୍ଥୀ ଝରକା ବାଟେ ଡେଇଁ ପଳାଇଥିଲେ। ଆଇନ୍‌ ପ୍ରବର୍ତ୍ତନକାରୀ ଏଜେଣ୍ଟମାନେ ଘଟଣାସ୍ଥଳରେ ପହଂଚିଥିଲେ । ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀ ଜଣକ ହାନିକାରକ ତଥା ସ୍ୱଳ୍ପ ମାରାତ୍ମକ ଅସ୍ତ୍ର ଧରିଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିଥିଲା ଏବଂ ଅଳ୍ପ ସମୟ ପରେ ଧରାପଡ଼ିଥିଲା । ବନ୍ଧୁକଧାରୀଜଣକ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ‘ରୁଷ୍‌ର ‘ଇ‌୍ଇ ଭେଷ୍ଟିଗେଟିଭ୍‌ କମିଟି’ କହିଛି । ଡେଉଁଥିବା ଭିଡିଓ ଏବେ ଚାଂଚଲ୍ୟ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ