Masthead

ରିଚାର୍ଜ ଉପରେ ଶୁଳ୍କ ଲଗାଇଲା ଫୋନ ପେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫୋନପେ ଏବେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ ଉପରେ ଶୁଳ୍କ ଲଗାଇବା ଆରମ୍ଭ କରିଦେଇଛି । ଫୋନପେ ୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ କାରାବାର ଫି ଭାବେ ୨ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଗଣିବାକୁ ପଡ଼ିବ । ସୂଚାନାନୁସାରେ,ଜଣେ ମୁଖପାତ୍ର କହିଛନ୍ତି ଯେ ରିଚାର୍ଜ ଶୁଳ୍କ ଭାବରେ ୫୦ ଟଙ୍କା ମଧ୍ୟରେ କାରାବାର ପାଇଁ ୧ ଟଙ୍କା ଏବଂ ୧୦୦ଟଙ୍କା ମଧ୍ୟରେ କାରାବାର ପାଇଁ ୨ଟଙ୍କା ପର୍ଯ୍ୟନ୍ତ ରହିଛି । ଫୋନପେ ବର୍ତ୍ତମାନ ୟୁପାଇ ପ୍ଲାଟଫର୍ମରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି,ଡିଜିଟାଲ୍ ପେମେଣ୍ଟ ହିସାବରେ ଏହା ଏବେ ଦେଶର ଗଳିକନ୍ଦିରେ ପରିଚିତ ।

 

ଫୋନପେ ହେଉଛି ଦେଶର ପ୍ରଥମ ଡିଜିଟାଲ୍ ପେମେଣ୍ଟ ଆପ୍, ଯାହା ୟୁପିଆଇ କାରାବାର ଉପରେ ଶୁଳ୍କ ଲାଗୁ କରିଛି, ମାତ୍ର ପୂର୍ବରୁ ଏହି ସେବା ଶୁକ୍କ ମୁକ୍ତ ରହିଥିଲା । କିନ୍ତୁ ପୋନପେ ପକ୍ଷରୁ କରାବାର ଉପରେ ଶୁଳ୍କ ଲଗାଯାଇଛି । ତେବେ ବର୍ତ୍ତମାନ ସୁଧା ଅନ୍ୟ କୌଣସି କଂପାନୀଗୁଡ଼ିକ ରିଚାର୍ଜ ସେବା ଉପରେ ଶୁଳ୍କ ଲଗାଇ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି