Before Header

ପିପିଲି ଫାଇଟ, ପୁଣି ଆଗରେ ବିଜେଡି

0 36

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ରେଜଲ୍ଟ ପାଇଁ ଚାଲିଛି ଭୋଟ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଅଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ୫୦୪୪ ଭୋଟରେ ଆଗୁଆ ରହିଛନ୍ତି ରୁଦ୍ର । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ମୋଟ ୧୩୬୧୧ଭୋଟ ରହିଥିବାବେଳେ ବିଜେପିର ୮୫୬୭ ଖଣ୍ଡ ଭୋଟ ରହିଛି । କଂଗ୍ରେସର ୧୧୮୦ ଖଣ୍ଡ ଭୋଟ ରହିଛି । ଦ୍ୱିତୀୟ ରାଉଣ୍ଡରେ ରୁଦ୍ର ମହାରଥୀ ଆଗୁଆ ରହିଥିଲେ । ୩୩୧୭ ଭୋଟରେ ବିଜେଡି ଆଗରେ ରହିଥିଲା । କଂଗ୍ରେସକୁ ୬୮୧ ଭୋଟ ମିଳିଥିବାବେଳେ ବିଜେପିକୁ ୫୭୧୩ ଭୋଟ ମିଳିଥିଲା ।

Leave A Reply

Your email address will not be published.