Masthead

ଖୁବଶୀଘ୍ର ପିଓକେ ଆମର ହେବ

ଖୁବଶୀଘ୍ର ପିଓକେ ଆମର ହେବ, ସେଠାର ଲୋକେ ଭାରତ ଫେରିବେ । ଏଭଳି କହି ପୁଣି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯଦି ପାକିସ୍ତାନ ସହିତ ଆଲୋଚନା ହେବ ତାହେଲେ କେବଳ ଆତଙ୍କବାଦ ଓ ପିଓକେ ଉପରେ । ଦିନେ ପିଓକେ ନିଜେ କହିବ ଆମେ ଭାରତର ଏକ ଅଂଶ । ଯେପର୍ଯ୍ୟନ୍ତ ପିଓକେ ଫେରାଇ ନଆଣିଛୁ, ସେ ପର୍ଯ୍ୟନ୍ତ ଅଟକିବୁନି । ପ୍ରତ୍ୟେକ ଷଡଯନ୍ତ୍ରର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଆମେ ପ୍ରଥମେ ଆତଙ୍କବାଦୀ ଅଡ୍ଡା, ତା’ପରେ ଶତ୍ରୁର ସାମରିକ ଘାଟି ଏବଂ ବାୟୁସେନା ଘାଟି ଗୁଡିକୁ କିପରି ଧ୍ୱଂସ କରିଥିଲୁ ତାହା ପୁରା ବିଶ୍ୱ ଦେଖିଲା । ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ସେନା ଏକ ଦକ୍ଷ ଡାକ୍ତର ଏବଂ ସର୍ଜନ ପରି କାମ କରିଥିଲା । ‘ଅପରେସନ୍ ସିନ୍ଦୁରରେ’ ସମଗ୍ର ଦେଶରେ ଲୋକମାନେ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ସଫଳତା ଦେଖିଛନ୍ତି । ଆଜି ଏହା ପ୍ରମାଣିତ ହୋଇଛି ଯେ ମେକ୍ ଇନ୍ ଇଣ୍ଡିଆ ଭାରତର ସୁରକ୍ଷା ଏବଂ ସମୃଦ୍ଧି ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ