Masthead

ଆସନ୍ତା ସପ୍ତାହରେ ପେଗାସସ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ସପ୍ତାହରେ ହେବ ପେଗାସସ୍ ମାମଲାର ଶୁଣାଣି । ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗର ସ୍ୱତନ୍ତ୍ର ତଦନ୍ତ କରିବା ପାଇଁ ସୁପ୍ରିମ କୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ । ଶୁକ୍ରବାର ସୁପ୍ରିମକୋର୍ଟ ଏହା କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ଏନ ରାମ୍ ଏବଂ ଶଶୀ କୁମାରଙ୍କ ପକ୍ଷରୁ ଏହି ମାମଲାର ତଦନ୍ତ ଜଣେ କାର୍ଯ୍ୟରତ କିମ୍ବା ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ କରିବା ପାଇଁ ଆବେଦନ କରାଯାଇଛି । ସେମାନଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା ବରିଷ୍ଠ ଆଇନଜୀବୀ କପିଲ ସିବଲ କରୁଛନ୍ତି ।

ଉକ୍ତ ମାମଲାକୁ ତାଲିକାଭୁକ୍ତ କରିବା ପାଇଁ ସିବଲ ପ୍ରଧାନ ବିଚାରପତି ଏନ ଭି ରମଣାଙ୍କୁ ଅନୁରୋଧ କରୁଥିଲେ । ପେଗାସସ୍ ଏକ ପ୍ରସଙ୍ଗ ନୁହେଁ ବୋଲି ସରକାର କହିଛନ୍ତି । ଦ୍ୱିତୀୟ ସପ୍ତାହ ବି ହଟ୍ଟଗୋଳରେ ଗଲା । ତେବେ ସଂସାଦ ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ