Masthead

୨୫ ଚୋରି ମୋଟର ସାଇକେଲ ଉଦ୍ଧାର କଲା ଲକ୍ଷ୍ମୀପୁର ଥାନା ପୋଲିସ

କୋରାପୁଟ (ବଡ଼ ଖବର ବ୍ୟୁରୋ):କୋରାପୁଟ ଜିଲ୍ଲା ଏସ୍ପି ଏବଂ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀପୁର ଓ କାକିରିଗୁମ୍ମା ପୋଲିସ କୁ ମିଳିଲାୂ ବଡ ସଫଳତା । ଲକ୍ଷ୍ମୀପୁର ମେଡିକାଲ ପଛପଟେ ରହି ବିଭିନ୍ନ ସମୟରେ ପୋଲିସର ନିଦ ହଜାଇ ଦେଇ ଥିବା ଦୁଇଜଣଙ୍କୁ ଆସାମୀକୁ ପୋଲିସ ଠାବ କରି ଗିରଫ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନା ଅଞ୍ଚଳରେ ମୋଟର ସାଇକେଲ ଚୋରି ଅଭିଯୋଗ କରହିଛି । ଏମାନଙ୍କ ନିକଟରୁ ୨୫ ଟି ମୋଟର ସାଇକଲ ଉଧାର କରାଜାଇଛି ।

ଏନେଇ ଥାନା ଅଧିକାରୀ ଶୁଜ୍ଞାନୀ ସାହୁ ଓ କାକିରିଗୁମ୍ମା ଥାନା ଅଧିକାରୀ ଡମ୍ବରୁ ଧର ଭାତରିୟା ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ ଟି ମୋଟର ସାଇକେଲ ଉଧାର କରିଥିବା ଲକ୍ଷ୍ମୀପୁର ଦାୟିତ୍ଵରେ ଥିବା ସୁନାବେଡ଼ା ଏସଡିପିଓ ମନୋବ୍ରତା ଶତପଥୀ ଆଜି ସାମ୍ବାଦିକ ସମ୍ମିଳନୀରେ କରି ସୂଚନା ଦେଇଥିଲେ । ଏହି ଦୁଇ ଥାନା ଅଧିକାରୀ ଚଢ଼ଉ ସମୟରେ ପଦମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ରାୟଗଡ଼ା ଥାନା ଅଧିକାରୀ କେ.କେ.ବି.କେ କହଁର ସଂପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ଦୁଇ ଜଣ ଚୋର ସହ ତିନିଜଣ ଚୋରି ମୋଟର ସାଇକେଲ କିଣିଥିବା ବ୍ୟବସାୟୀକୁ ପୋଲିସ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି