Masthead

ପ୍ରଭାବଶାଳୀଙ୍କୁ ପୋଲିସର ହାଲେ ଭୟ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): କିଛିଦିନର ପ୍ରେମ ସମ୍ପର୍କ ପରେ ଗଢିଉଠିଥିଲା ଶାରୀରିକ ସର୍ମ୍ପକ । । ତାପରେ ଆରମ୍ଭ ହୋଇଥିଲା ଛଳନା ଓ ପ୍ରତାରଣା । ଏଭଳି ଅଭିଯୋଗ ପହଞ୍ଚିଛି ନୟାଗଡ ଟାଉନ ଥାନାରେ । ନୟାଗଡ ଜିଲ୍ଲାର ଏକ ନର୍ସିଂ କଲେଜ ମାଲିକଙ୍କ ପୁଅ ନାଁରେ ହୋଇଛି ଅଭିଯୋଗ ।

ମିଥ୍ୟା ପ୍ରତିଶ୍ରୁତି, ଭଲ ପାଇବାର ଛଳନାରେ ଯୁବତୀଙ୍କୁ ଜାଲରେ ପକାଇଲେ । ବିଭାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନେଇ ଏକ ଭଡାଘରେ ରହିଲେ । ଏଭଳି ୨ମାସ କାଳ ଦିନ କାଟିଲେ । ଯୁବତୀ ଯେତେବେଳେ ବୋହୂର ପରିଚୟ ଖୋଜିଲେ, ଆରମ୍ଭ ହୋଇଗଲା ଶାରୀରିକ ନିର୍ଯ୍ୟାତନା ।

ନିର୍ଯ୍ୟାତନାର ସୀମା ଟପିଗଲା ପରେ ଯୁବତୀ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ପୀଡିତାଙ୍କ ପାଟିବନ୍ଦ କରିବାକୁ କରାଯାଇଥିଲା ମୂଲଚାଲ ହେଲେ ଯୁବତୀ ଜଣକ ପ୍ରଲୋଭନରେ ନପଡି ଥାନାର ଦ୍ୱାରସ୍ତ ହୋଇଥିଲେ । ଏନେଇ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମଇନା ହୋଇଛି । ଅଭିଯୁକ୍ତ ଜଣକ ନୟାଗଡର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିବାରୁ ପୋଲିସ ତଦନ୍ତ ପ୍ରକ୍ରିୟାରେ ଶୀଥିତଳା ହେଉଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା