Masthead

ରାଜନୈତିକ ଆକ୍ରୋଶ, ୩ ବିଜେପି କର୍ମୀଙ୍କୁ ଉଠାଇ ଆଣିଲା ପୋଲିସ

ନରସିଂହପୁର (ବଡ଼ ଖବର ବ୍ୟୁରୋ): ବିନା କାରଣରେ ୩ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି। ବିନା କୌଣସି କାରଣରେ ରାଜନୈତିକ ଆକ୍ରୋଶ ରଖି ଏହିପରି ହୋଇଛି। ସେହିପରି ଏ ସମ୍ପର୍କରେ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିବେ ନାହିଁ ବୋଲି ସିଧା ମନ୍ତବ୍ୟ ଦେଇଛନ୍ତି। ଗତ କାଲି ଶୁକ୍ରବାର ରାତ୍ରିରେ ବିନା କୌଣସି କେଶରେ ନରସିଂହପୁର ଥାନା ପୋଲିସ ୩କର୍ମୀ ଙ୍କୁ ଉଠାଇ ଆଣିଛି ।

ଯାହାଙ୍କ ନାମ ହେଉଛି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ, ଲିପୟ ବଳିୟାରସିଂ । କୋର୍ଟ ପରିସରରେ ଏକ ଗଣ୍ଡଗୋଳ ହୋଇଥିଲା ଯାହାକୁ ନେଇ ରାଜନୈତିକ ଆକ୍ରୋଶ ଥିଲା। ସେହିପରି ଡାକ୍ତରି ମାଇନା ନକରି ମଧ୍ୟ ସକାଳ ୭ଟାରେ ଜରୁରୀ କାଳୀନ ଭାବେ କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି। ତେବେ କେଉଁଠି ନା କେଉଁଠି ଏଠାରେ ସ୍ଥାନୀୟ ବିଧାୟକ ଦେବୀ ମିଶ୍ରଙ୍କର ସମ୍ପୂର୍ଣ୍ଣ ହାତ ଥିବା କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି