Masthead

ମହାରାଷ୍ଟ୍ରରେ ପୋଷ୍ଟର ୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଅଜିତ ପାୱାର ସିନେ୍ଦ ଗୋଷ୍ଠୀରେ ଯୋଗ ଦେବାପରେ ବଦଳିଯାଇଛି ମହାରାଷ୍ଟ୍ର ରାଜନୀତି । ନିର୍ବାଚନ ପୂର୍ବରୁ ଏତେ ବଡ଼ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଘଟଣା ପରେ ମୁମ୍ବାଇରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ଲକ୍ଷ୍ମଣ ପାଟିଲ ମୁମ୍ବାଇର ଶିବସେନା ବିଲଡିଂ ନିକଟରେ ଏକ ପୋଷ୍ଟର ଲଗାଇଛନ୍ତି।

ପୋଷ୍ଟରରେ ବାଲାସାହେବ ଠାକରେ, ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ କାନ୍ଧରେ ହାତ ରଖିଥିବାର ନଜର ଆସିଛନ୍ତି। ଏଥି ସହିତ ଉଭୟ ନେତାଙ୍କୁ ପୋଷ୍ଟରରେ ଏକାଠି ହେବାକୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ମହାରାଷ୍ଟ୍ର ରାଜନୀତିରେ ବହୁତ କିଚଡ ଭର୍ତ୍ତି ହୋଇ ଗଲାଣି। ବର୍ତ୍ତମାନ ତୁମେ ଦୁହେଁ ଏକାଠି ହୁଅ। ସମଗ୍ର ମହାରାଷ୍ଟ୍ର ତୁମକୁ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ