ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

କୋଇଡା(ବଡ଼ ଖବର ବ୍ୟୁରୋ): ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ । ଏଭଳି ଜଘନ୍ୟ ଘଟଣା ଘଟିଛି କୋଇଡା ଥାନା ଗିରିଜା ଟୋଲାରେ । ଏହି ଗାଁର ସାମରାନ ଡାଙ୍ଗ ପ୍ରତ୍ୟେକ ଦିନ ରାତିରେ ମଦପିଇ ଘରକୁ ଫେରି ବାପା ସନ୍ତୋଷ ଡାଙ୍ଗଙ୍କ କଳିଝଗଡ଼ା କରନ୍ତି । ୧୯ ତାରିଖ ରାତିରେ ସମରେନ୍ ଏକ ଟାଙ୍ଗିଆରେ ବାପକୁ ମାରିବା ପାଇଁ ଉଦ୍ୟତ ହୋଇଥିଲେ । ମାତ୍ର ବାପା ସନ୍ତୋଷ ଉତ୍ତ୍ୟକ୍ତ ହୋଇ ପୁଅ ଠାରୁ ଟାଙ୍ଗିଆ ଛଡାଇ ଓଲଟା ପୁଅକୁ କରିଥିଲେ । ଫଳରେ ଘଟଣାସ୍ଥଳରେ ପୁଅ ସାମରନର ମୃତ୍ୟୁ ଘଟିଥିଲା । ପରେ ଏକ କାଠ ଓ ଦୌଡିରେ ବାନ୍ଧି ପୁଅର ରକ୍ତ ଜୁଡୁବୁଡୁ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବାପା ସନ୍ତୋଷ । ପରେ ସେ କୋଇଡା ଥାନାରେ ଆତ୍ମସମର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!