Masthead

ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ, ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ଦହଗଞ୍ଜ କଲାଣି ଅଘୋଷିତ ବିଦ୍ୟୁତ କାଟ । ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ । ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା ଅଳକା ମହାନ୍ତି । ଗତକାଲି ବ୍ରଜରାଜନଗରରେ ୨ଟି ପ୍ରକଳ୍ପ ଉଦଘାଟନ ଅବସରରେ ଲାଇନ କଟିଛି । ଗତକାଲି ପୌର ପରିଷଦ ଦ୍ବାରା ହୋଇଥିବା ଦୁଇଟା ପ୍ରକଳ୍ପର ଉଦଘାଟନ କରିଛନ୍ତି ଅଳକା ମହାନ୍ତି ।

୫୫ ଲକ୍ଷ ୪୨ହଜାର ଟଙ୍କାର ଏକ ପ୍ରକଳ୍ପ ଏବଂ ଗୁରୁନାନକ ଛକର ସୋନ୍ଦର୍ଯ୍ୟକରଣ ପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିବା ଜାଗାର ଉଦ୍ଘାଟନ କରିଛନ୍ତି ବିଧାୟିକା । ଏହି ଉଦଘାଟନ ଅବସରରେ ପାୱାର କଟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି