ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରିବୁ: ପ୍ରମିଳା ବିଶୋୟୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସୋସିଆଲ ମିଡିଆ ଟ୍ରେନିଂ ଆରମ୍ଭ କରିଛି। ଏଥିରେ ସାମିଲ ହୋଇଛନ୍ତି ଲୋକସଭା ଓ ରାଜ୍ୟସଭା ସାଂସଦ। ସପ୍ତାହେ ଧରି ବିଜେଡିର ସୋସିଆଲ ମିଡିଆ ଟ୍ରେନିଂ ଚାଲିଛି। ୨୦୨୪ ନିର୍ବାଚନରେ ବିଜେଡି ସୋସିଆଲ ମିଡିଆକୁ ଆୟୁଧ କରିବ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ଦଳ ପକ୍ଷରୁ ପର୍ଯ୍ୟାୟ କ୍ରମେ ଟ୍ରେନିଂ ଦିଆଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରମିଳା ବିଷୋୟୀ । ସେ କହିଛନ୍ତି, ଆମେ ଭଲ କାମ କରିବୁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ସୋସିଆଲ ମିଡିଆରେ କରିବୁ। ଆମ ଭଲ ଭଲ କାମ କରିବାକୁ ପହଂଚିବୁ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରିବାକୁ ସମସ୍ତଙ୍କୁ କହିବୁ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାହାର୍ଯ୍ୟ କରୁଛନ୍ତି। ଆମେ ତାଙ୍କୁ ସହଯୋଗ କରିବାକୁ କହିବୁ ବୋଲି କହିଛନ୍ତି ପ୍ରମିଳା । କିନ୍ତୁ ସୋସିଆଲ ମିଡିଆରେ କେଉଁ କେଉଁ ଆକାଉଣ୍ଟ ଅଛି, ସେ ପ୍ରସଙ୍ଗରେ ଚୁପ ରହିଛନ୍ତି ପ୍ରମିଳା ବିଷୋୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’