Masthead

ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କଲେ ପ୍ରତାପ ଜେନା

ସାଲେପୁର (ବଡ଼ ଖବର ବ୍ୟୁରୋ): ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ । ପ୍ରଶାନ୍ତ ବେହେରାଙ୍କୁ ସାଲେପୁର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତାପ ଜେନା । ସାଲେପୁର ବ୍ଲକ ନରଦା ପଞ୍ଚାୟତର କୁକୁଡ଼ାଙ୍ଗ ଠାରେ ବିରୂପା ନଦୀ ଉପରେ ୨୬ କୋଟି ବ୍ୟୟରେ ବିଜୁସେତୁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତାପ ଜେନା ଆଗାମୀ ନିର୍ବାଚନରେ ପ୍ରଶାନ୍ତ ଦଳ ପକ୍ଷରୁ ଲଢ଼ିବେ ଓ ନିଶ୍ଚିତ ଜିତିବେ ବୋଲି ପ୍ରତାପ ଦୃଢ଼ୋକ୍ତି କରିଛନ୍ତି ।

ଏପରିକି ପ୍ରଶାନ୍ତ ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ମଞ୍ଚ ଉପରେ ପ୍ରତାପ ଜେନାଙ୍କ ପାଇଁ ମୁଁ ବିଜୟ ହୋଇଛି ବୋଲି କହିଥିଲେ। ପ୍ରତାପ ଜେନାଙ୍କ ଘୋଷଣା ଯୋଗୁ ବିବାଦ ଘେରକୁ ନିଜେ ଆସିବା ସହିତ ସାଲେପୁର ନିର୍ବାଚନୀ ମଣ୍ଡଳୀରେ ପ୍ରଶାନ୍ତ ବେହେରାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବିରୋଧୀ ଯେଉଁ ଆରୋପ ଲଗାଉଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି