Masthead

ବଡ଼ଠାକୁରଙ୍କ ଲାଗି ଆସିଲା ପୋଢ଼ୁଆଁ ଭାର

ପୁରୀ(ବଡ଼ ଖବର ବ୍ୟୁରୋ): ଝାଞ୍ଜ ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ପୁରୀରେ ପହଞ୍ଚିଛି ପ୍ରଥମାଷ୍ଟମୀ ଭାର । ପୋଢ଼ୁଆଁ ହେବେ ବଡ଼ଠାକୁର । ନିଆଳି ମାଧବାନନ୍ଦ ଜୀୟଙ୍କ ମନ୍ଦିରରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ଭାର । ରତ୍ନବେଦୀରେ ପୋଢ଼ୁଆଁ ହେବେ ଚତୁର୍ଦ୍ଧା ମୂର୍ତ୍ତୀ । ଏଥିଲାଗି ମାମୁଁଘରୁ ଆସିଛି ୪୦ ହଜାର ଟଙ୍କାର ଖଣ୍ଡୁଆ ପାଟ । ଅବକାଶ ଓ ଧୂପରେ ପୋଢ଼ୁଆଁ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ । ପୋଢ଼ୁଆଁ ଭାରରେ ପିଠା ସାମଗ୍ରୀ ଲାଗି ଆସିଛି ଚାଉଳ, ବିରି, ନଡ଼ିଆ, ଗୁଡ଼, ଘିଅ ଓ ପାଚିଲା କଦଳୀ । ସେପଟେ ଫଳମୂଳ, ତୁଳସୀମାଳ,ପଦ୍ମଫୁଲମାଳ, ପାନ, ଅଳେଇଚ ସହ ଗୁଆ ମଧ୍ୟ ଆସିଛି । ପୋଢ଼ୁଆଁ ଭାରକୁ ଦେଖିବା ଲାଗି ଲାଗିଥିଲା ଭକ୍ତଙ୍କ ଭିଡ଼ । କୋଭିଡ କଟକଣା ଲାଗି ସ୍ୱଳ୍ପ ଲୋକରେ ଆସିଥିଲା ଭାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ