Masthead

ଆଇପିଏଲରେ ସାମିଲ ହେଲେ ନୂଆ ଦୁଇ ଟିମ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଭାରତର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ କହିଲେ ଆମେ ସମସ୍ତେ ଆଇପିଏଲକୁ ବୁଝିଥାଉ । ଇଣ୍ଡିଆନ ପ୍ରିମିୟର ଲିଗ ଦେଶ ଛାଡ଼ିକି ବିଦେଶରେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ମଧ୍ୟରେ ଆଇପିଏଲ ୨୦୨୨ ପାଇଁ ଦୁଇଟି ନୂଆ ଦଳ ଘୋଷଣା କରାଯାଇଛି । ଲକ୍ଷେ୍ନø ଏବଂ ଅହମ୍ମଦାବାଦ ଦୁଇଟି ନୂତନ ଟିମ ହେବାକୁ ଯାଉଛି । ଏଥିପାଇଁ ଟେଣ୍ଡର ମଧ୍ୟ କରାଯାଇଥିବାର ସୂଚନା ମିଳିଛି ।

ଏଥିରେ ପ୍ରାୟ ୨୨ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ସେପଟେ ଲକ୍ଷେ୍ନø ଟିମକୁ ଗୋଏଙ୍କା ଗ୍ରୁପ ଦ୍ୱାରା କିଣାଯାଇଛି । ଯାହା ଜଚଝଏ ଗ୍ରୁପ ଭାବରେ ମଧ୍ୟ ଜଣାଶୁଣା । ପ୍ରାୟ ୭ ହଜାର କୋଟିରେ ଏହି ଟିମକୁ କିଣିଥିବାର ସୂଚନା ମିଳିଛି । ଏଥିସହିତ ଅହମ୍ମଦାବାଦକୁ ଉଠଉ କ୍ୟାପିଟାଲ ପାର୍ଟନର୍ସ କିଣିଛନ୍ତି । ଅହମ୍ମଦାବାଦକୁ ପ୍ରାୟ ୫ ହଜାର କୋଟିରେ ଉଠଉ କ୍ୟାପିଟାଲ କିଣିଥିବାର କଥା ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର