Masthead

ଧରାପଡ଼ିଲା ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ବ୍ୟାଙ୍କ୍ ଲୁଟେରା । କିଛିଦିନ ତଳେ ରାଧାନୀରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଛନ୍ତି ଲୁଟେରା । ସେସବୁ ପୂରା ଫିଲ୍ମ ଷ୍ଟାଇଲରେ । କିନ୍ତୁ ଚୁପ୍ ବସିଥିଲା ପୋଲିସ । ଭୁବନେଶ୍ୱର ଉପକଣ୍ଠରେ ହୋଇଥିବା ଲୁଟ୍ ଘଟଣାରେ ଲୁଟେରା ଗ୍ୟାଙ୍ଗର ଟେର ନ ପାଇବାରୁ ପୋଲିସର ଦକ୍ଷତାକୁ ନେଇ ରାଜଧାନୀବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । କିଛିଦିନର ନିରବତା ପରେ ପୋଲିସ ହାତରେ ଧରାପଡ଼ିଛି ଲୁଟେରା ।

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆରୁ ଲୁଟ୍ କରାଯାଇଥିବା ୧୦ଲକ୍ଷ ଟଙ୍କା,ବନ୍ଧୁକ,ଏଥିରେ ବ୍ୟବହୃତ ସ୍କୁଟି ଓ ଲୁଟେରା ଧରାପଡିବା ପୋଲିସର ବଡ଼ ସଫଳତା ବୋଲି କୁହାଯାଉଛି । ଗିରଫ ଲୁଟେରା ସୌମ୍ୟରଞ୍ଜନ ଜେନା ବୋଲି ସ୍ପଷ୍ଟ କରିଛି ପୋଲିସ । ସେ ୨ଟି ବ୍ୟାଙ୍କ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ କହିଛି । ପୋଲିସର ଢିଲାପଣ ପାଇଁ ରାଜଧାନୀ କ୍ରାଇମ୍ ଜୋନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ