Masthead

କରୋନା କବଳରେ ରାଘବ

ମୁମ୍ବାଇ (ବଡ ଖବର ବ୍ୟୁରୋ): କୋରିଓଗ୍ରାଫର ତଥା ଡ୍ୟାନ୍ସ ଦିୱାନେର ହୋଷ୍ଟ ରାଘବ ଜୁୟାଲ କରୋନା ପଜେଟିଭ ହୋଇଛନ୍ତି । ଏନେଇ ସେ ତାଙ୍କ ସୋଶଇଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୂତନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୋର କାଶ ଏବଂ ଜ୍ବର ଜ୍ୱରୋ ହୋଇଥିଲା ପରେ ମୁଁ ମୋର କୋରୋନା ଟେଷ୍ଟ କରାଇଥିଲି । ଯାହାର ରିପୋର୍ଟ ପଜିଟିଭ ଆସିଛି ।

ଏହି କିଛି ଦିନ ମଧ୍ୟରେ ଯିଏ ବି ମୋ ସମ୍ପର୍କରେ ଆସିଛନ୍ତି ଦୟା କରି ନିଜର ଟେଷ୍ଟ କରାଇନିଅନ୍ତୁ । ଆଉ ସମସ୍ତେ ନିଜ ଧ୍ୟାନ ରଖିବା ସହ ସୁରକ୍ଷିତ ରୁହନ୍ତୁ । ସବୁ ନିୟମ ମାନନ୍ତୁ । ତାଙ୍କ ପୂର୍ବରୁ ଏହି ଶୋର ଜଜ ଧର୍ମେଶ କୋରୋନା ସଂକ୍ରମିତ ହୋଇଥିଲେ । କେବଳ ଏତିକି ନୁହେଁ ଏହି ଶୋର ୧୮ ଜଣ କ୍ରୁ ମେମ୍ବରଙ୍କୁ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେପଟେ ମାଧୁରୀ ମଧ୍ୟ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!