Masthead

ଅଭିଭାଷଣ ରଖିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକସଭାରେ ଅଭିଭାଷଣ ରଖିଲେ ରାହୁଲ ଗାନ୍ଧୀ । ସଦସ୍ୟତା ଫେରିପାଇଥିବାରୁ ଧନ୍ୟବାଦ ଦେଇ ଅଭିଭାଷଣ ଆରମ୍ଭ କଲେ । ଆଜି ମୁଁ ହୃଦୟରୁ ଭାଷଣ ରଖିବାକୁ ଯାଉଛି । ମୋ ଭାଷଣରେ ଡରିବାର କିଛି ନାହିଁ,ଆଦାନୀ ଉପରେ ଆଜି କିଛି କହିବିନି ବୋଲି କହିଲେ ରାହୁଲ ।

ଭାରତ ଯୋଡ ଯାତ୍ରାକୁ ନେଇ ମତ ରଖି ରାହୁଲ କହିଛନ୍ତି ମୋ ଯାତ୍ରା ଏଯ।ଏଁ ସରିନି । ମଣିପୁର ଘଟଣାର କରୁଣ ଅଭିଜ୍ଞତା ବଖାଣିବାକୁ ଯାଇ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ହିନ୍ଦୁସ୍ତାନ ନୁହେଁ । ମଣିପୁରକୁ ଭାଗ କରାଯାଇଛି । ବିଜେପି ମଣିପୁରକୁ ୨ ଭାଗ କରିଛି । ଆପଣ ଭାରତ ମା’ର ହତ୍ୟାକାରୀ । ଆପଣ ଦେଶଦ୍ରୋହୀ, ଦେଶ ପ୍ରେମୀ ନୁହେଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ