Masthead

୫୫ଟି ଟ୍ୱିଟର ଆକାଉଣ୍ଟକୁ ଅନଫଲୋ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ୫୫ଟି ଟ୍ୱିଟର ହ୍ୟାଣ୍ଡେଲକୁ ଅନଫଲୋ କରିଛନ୍ତି । କେରଳ ୱାନାଡା ସାଂସଦ ରାହୁଲଙ୍କର ୧କୋଟି ୮୮ଲକ୍ଷ ଫଲୋର ଅଛନ୍ତି । ସେ ୨୬୯ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲେ । ତେବେ ଗୁରୁବାରଠାରୁ ସେହି ସଂଖ୍ୟା ୫୫ହ୍ରାସ ପାଇ ୨୧୯ରେ ପହଞ୍ଚିଛି । ଏହା ସମସ୍ତଙ୍କୁ ଚକିତ କରିଛି । ରାହୁଲ ଗାନ୍ଧୀ କେବି ବାଇଜୁ, ଅଳଙ୍କାର ସୱାଇ, ପ୍ରତିଷ୍ଠା ସିଂ, ବିଶିଷ୍ଟ ସାମ୍ବାଦିକ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପ୍ରମୁଖ ଅଛନ୍ତି ।

ରାହୁଲ ଗାନ୍ଧୀଙ୍କ ଅଫିସ୍ କର୍ମଚାରୀମାନେ କହିଛନ୍ତି ଏହା କୌଣସି ମତଭେଦ ଯୋଗୁଁ କରାଯାଇ ନାହିଁ । ଯେଉଁମାନଙ୍କ ସହ ରାହୁଲ କାମ କରୁଛନ୍ତି ସେମାନଙ୍କୁ ଅନୁସରଣ କରିବାର କୌଣସି ଯଥାର୍ଥତା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି