Before Header

କାଲି ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତ

0 12

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୁରୁବାର ମଣିପୁର ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ୫୦ ଦିନରୁ ଅଧିକ ହେଲାଣି ଥମୁନି ମଣିପୁର ହିଂସା । ଦିନକୁ ଦିନ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ମଣିପୁର ହିଂସାକୁ ନେଇ ଘନଘନ ବୈଠକ ବସିଥିଲା । ତଥାପି ଥମୁନି ହିଂସା । କେନ୍ଦ୍ର ସରକାର ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ଆଶ୍ୱସନା ଦେଇ ଚାଲିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କାଲି ମଣିପୁର ଗସ୍ତ କରିବେ। ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତି ସମୀକ୍ଷା କରିବେ। ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.