ରାହୁଲଙ୍କୁ ଲାଗିପାରେ ପୁଣି ଝଟକା, ସୁପ୍ରିମକୋର୍ଟ ଗଲେ ପୂର୍ଣ୍ଣେଶ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ରାହୁଲ ଗାନ୍ଧିଙ୍କୁ ଝଟକା । ମୋଦି ସରନେମ ମାନହାନି ମାମଲାରେ ଗୁଜୁରାଟ ହାଇକୋର୍ଟ ଝଟକା ପରେ ସୁପ୍ରିମକୋର୍ଟଙ୍କ ନ୍ୟାୟ ପାଇଁ ଆଶା ରଖିଥିଲେ ରାହୁଲ । କିନ୍ତୁ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ତାଙ୍କୁ ପୁଣି ଝଟକା ଦେବା ଚକ୍କର ଅଛନ୍ତି । ପୂର୍ଣ୍ଣେଶ ସୁପ୍ରିମକୋର୍ଟରେ ଏକ କାଭିଟ ବା ନିଷେଧ ପତ୍ର ରୁଜୁ କରିଛନ୍ତି। ଏଥିରେ ପୂର୍ଣ୍ଣେଶ କହିଛନ୍ତି, ଯଦି ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଆବେଦନ କରିବେ, ତା’ହେଲେ ତାଙ୍କ ପକ୍ଷର ମଧ୍ୟ ଶୁଣାଣି ହେବା ଉଚିତ।

ସେମାନଙ୍କ ପକ୍ଷ ଶୁଣିବା ବିନା କୌଣସି ଆଦେଶ ଦିଆଯିବା ନ ଯାଉ। ବର୍ତ୍ତମାନ ପର୍ୟ୍ୟନ୍ତ ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ନାହାଁନ୍ତି, କିନ୍ତୁ ଆଶା କରାଯାଉଛି ଯେ ସେ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ