Masthead

ବୀର ସନ୍ତାନଙ୍କୁ ହରାଇଲା ମେଘପୁର

ରାଜକନିକା (ବଡ଼ ଖବର ବ୍ୟୁରୋ):ଦେଶ ମାତୃକା ସେବାରେ ଚାଲିଗଲା ଜୀବନ। ରାଜକନିକା ମେଘପୁର ଗାଁର ବିଭୁତିଭୂଷଣ ନାୟକ ଆସାମ ରାଇଫାଲ୍ସର ୪୪ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ । ଏକ ଦୁର୍ଘଟଣାର ଶିକାର ହୋଇ ସହିଦ ହୋଇଛନ୍ତି । ଗତକାଲି ତାଙ୍କର ମରଶରୀର ତାଙ୍କ ଜନ୍ମ ମାଟିରେ ପହଁଚିଛି । ଶେଷ ଦର୍ଶନ କରି ସାରିବା ପରେ ମରଶରୀର କୁ ବେବର୍ତ୍ତା ସରୋବର ସହିଦ ବାସୁ-ବିଶୁନି ପୀଠ ନିକଟରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ଶେଷକୃତ୍ୟ କରାଯାଇଛି। ୧୯୮୮ମସିହା ଜାନୁଆରୀ ୧ରେ ସେ ଆସାମ ରାଇଫାଲରେ ଯୋଗଦେଇଥିଲେ । ନଭେମ୍ବର୨୪ରେ ସର୍ଚ୍ଚ ଅପରେସନ ଲାଗି ପାଟ୍ରୋଲିଂରେ ଯିବାବେଳେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ଥ ହୋଇ ଥିଲା । ପାହାଡ଼ ଉପରୁ ତଳକୁ ଖସି ପଡ଼ିଥିଲା ଗାଡ଼ି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା