Masthead

ଏହି ଯୁଦ୍ଧ କେବଳ ବିଜେପି ସରକାର ବିରୋଧରେ ଆରମ୍ଭ ହୋଇଛି : ସୁପ୍ରିୟା ସୁଲେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଏନସିପି ସଭାପତି ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋ ଅସମ୍ମାନ କରନ୍ତୁ କିଛି ନାହିଁ । କିନ୍ତୁ ମୋ ବାପାଙ୍କ ବିଷୟରେ ଗୋଟାଏ ଶଦ୍ଦ ବରଦାସ୍ତ କରିପାରିବି ନାହିଁ । ଗତକାଲି ଅଜିତ ପାୱାର ଓ ଶରଦ ପାୱାରଙ୍କ ଦୁଇଟି ପୃଥକ ପୃଥକ ବୈଠକ ହୋଇଥିଲା । ଯେଉଁଥିରେ ବିଭିନ୍ନ କଥା କଟାକଟି ହୋଇଥିଲା ।

ଯାହାକୁ ନେଇ ସେ କହିଥିଲେ ଏହି ଯୁଦ୍ଧ କେବଳ ବିଜେପି ସରକାର ବିରୋଧରେ ଆରମ୍ଭ ହୋଇଛି। ବିଜେପି ଦେଶର ଭଷ୍ଟ୍ରାଚାରୀ ଦଳ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଚାରି ବର୍ଷ ତଳେ ଅତ୍ୟନ୍ତ ଭାବପ୍ରବଣ ଥିଲି । କିନ୍ତୁ ଏବେ ମୁଁ ବହୁତ ଷ୍ଟ୍ରଙ୍ଗ ହୋଇଛି । ଆମର ପ୍ରକୃତ ସଂଗ୍ରାମ କୌଣସି ବ୍ୟକ୍ତି ବିଶେଷଙ୍କ ବିରୋଧରେ ନୁହେଁ ବିଜେପି କାର୍ଯ୍ୟକାରିତା ବିରୁଦ୍ଧରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା