Masthead

ତଥାପି ମିଳୁନି ଭରଣପୋଷଣ

ଟିଟିଲାଗଡ(ବଡ଼ ଖବର ବ୍ୟୁରୋ): ଟିଟିଲାଗଡ ହାଟପଦାପଡ଼ାର କୁମ ଦୀପ । ତାଙ୍କ ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ । ପରିବାର କଥା ଵୁଝୁନଥିଲେ । ବାଧ୍ୟ ହୋଇ କୁମ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ । ମାସକୁ ୮ ହଜାର ଟଙ୍କା ଭରଣପୋଷଣ ଆଦେଶ ଦେଲେ କୋର୍ଟ । କିନ୍ତୁ କିଛିମାସ ଦେଲା ପରେ ଆଉ ଦିଆଯାଉନାହିଁ । ନଭେମ୍ବରରେ ତାଙ୍କ ସ୍ଵାମୀ ଅବସର ନେବେ । ବିଭାଗୀୟ ଅଧିକାରୀମାନଙ୍କ ପାଖକୁ ଯାଇ ଥକିପଡିଲେଣି କୁମ । ସୁଫଳ ମିଳୁନାହିଁ । ଶେଷରେ ନ୍ୟାୟାଳୟର ଆଦେଶ ଅନୁଯାୟୀ ଭରଣପୋଷଣ ମାଗୁଛନ୍ତି କୁମ । ସେ ପାଞ୍ଚ ସନ୍ତାନର ଜନନୀ । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ କୁମଙ୍କ ପରିବାର ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ