Before Header

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ,୬ ମାଓବାଦୀ ଗିରଫ

0 7

ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ପୋଲିସ କୁ ମିଳିଲା ବଡ ସଫଳତା । CRPF ଏବଂ କୋବ୍ରା ଜବାନଙ୍କ କୁମିଂ ଅପରେସନ ବେଳେ ଧରା ପଡିଲେ ଛଅ ଜଣ ହାଡକୋର ମାଓବାଦୀ । ଗିରଫ ମାଓବାଦୀ ଙ୍କ ଠାରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ୧୯ ଟି ବୋମା, ଦୁଇଟି ଅଫୁଟା ଲେଣ୍ଡମାଇନ ଓ ୮ ଟି ଜିଲୋଟିନ ଷ୍ଟିକ୍ । ଏ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ସୁକମା ଏସ୍ପି ।

Leave A Reply

Your email address will not be published.