Masthead

‘ରାଗିଲେ ଜଗଦୀପ, ଡେରକ ଓ ବ୍ରାୟନ କହିଲେ ଆପଣ ବସନ୍ତୁ..’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋମବାର ବିଳମ୍ବିତ ରାତିରେ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି । ଏହି ସମୟରେ ଟିଏମସି ସାଂସଦ ଡେରକ ଓ ବ୍ରାୟନ ଦିଲ୍ଲୀ ସେବା ବିଲ୍ ଉପରେ ତୀବ୍ର ବିତର୍କ କରିଥିଲେ । ଯାହାକୁ ନେଇ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇଥିଲେ । ଜଗଦୀପ ସେତେବଳେ ରାଗିଥିଲେ ଯେତେବେଳ ରାଜ୍ୟ ସରକାରଙ୍କ ସଂଶୋଧନ ବିଲ୍, ୨୦୨୩ ରେ ଟିଏମସି ସଦସ୍ୟ ତାଙ୍କ ଭାଷଣକୁ ସୀମିତ କରିବାକୁ ମନା କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ।

ଡେରକ ଓ ବ୍ରାୟନ ଅଧ୍ୟକ୍ଷ କହିଛନ୍ତି, ଏହା ତୁମର ଅଭ୍ୟାସରେ ପରିଣତ ହୋଇଛି । ଆପଣ ଏହାକୁ ଏକ ରଣନୀତି ଭଳି କରୁଛନ୍ତି । ଆପଣ ଏହି ଗୃହକୁ ନଷ୍ଟ କରୁଛନ୍ତି । ଆପଣ ବସନ୍ତୁ । ଏହାକୁ ଧନଖଡ଼ କହିଥିଲେ ଯେ ଆପଣ କ’ଣ ଏଠାକୁ ହଙ୍ଗାମା କରିବାକୁ ଆସିଛନ୍ତି । ଆପଣ କ’ର ଶପଥ କରିଛନ୍ତି । ଏଭଳି ଚତୁରତା କେବେ ବି ସଫଳ ହେବ ନାହିଁ । ଏଠାରେ ଜଣେ ସଦସ୍ୟ ଅଛନ୍ତି ଯିଏ ବ୍ୟକ୍ତିଗତ ପ୍ରଚାର ପାଇଁ ଏଠାକୁ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ