Before Header

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବିରୋଧ

0 1,077

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ପ୍ରଚାର ବେଳେ ମନ୍ତ୍ରୀଙ୍କ ଅଟକ । ଜବାବ ମାଗୁଛନ୍ତି ଜନତା। ଆମ ପାଇଁ କ’ଣ କରିଛ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ । ଖାଲି ସେତିକି ନୁହେଁ ରାସ୍ତାଘାଟ, ପାଣିର ଅଭାବ, ଆବାସ ଯୋଜନାରେ ହିସାବ ମାଗି ଘେରିଲେ ମନ୍ତ୍ରୀ ଜଗନ୍ନାଥ ତାରକାଙ୍କୁ। ଏଭଳି ଚିତ୍ର ଆସିଛି କୋଲନରା ବ୍ଲକରୁ। ପ୍ରଚାର ବେଳେ ବିରୋଧର ଶିକାର ହୋଇଛନ୍ତି। ଆଉ ମନ୍ତ୍ରୀ ସପକ୍ଷରେ ମତରଖି ଏଥିପାଇଁ ସରପଞ୍ଚ ଦାୟୀ ବୋଲି କହୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.