Masthead

ଗ୍ରାହକଙ୍କୁ ଆଶ୍ୱସ୍ତି; ଶସ୍ତା ହେବ ଖାଇବା ତେଲ

(ବଡ଼ ଖବର ବ୍ୟୁରୋ):   ମହଙ୍ଗା ମାଡରୁ ନିସ୍ତାର ମିଳୁ ନ ଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଏକ ଖୁସି ଖବର । ଖାଉଟିମାନଙ୍କ ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି । ଖାଇବା ତେଲର ଦାମ କମିବା ନେଇ ସରକାରଙ୍କ ଘୋଷଣା ପରେ ଖାଉଟିଙ୍କୁ ସାମାନ୍ୟ ଅଶ୍ୱସ୍ଥି ମିଳିଛି । ଖାଇବା ତେଲ ଉପରୁ କୃଷି କର ଓ କଷ୍ଟମ ଡ୍ୟୁଟି ଉଠିଯିବା ପରେ ଏବେ ଖାଇବା ତେଲ ଦର ୧୫ ଟଙ୍କା ଯାଏ ହ୍ରାସ ପାଇବ ବୋଲି ସୂଚନା ରହିଛି ।

ଖାଇବା ତେଲର ବର୍ଦ୍ଧିତ ଦର ସହ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ସରକାରଙ୍କ ଘୋଷଣା ପରେ ଲୋକମାନେ ସାମନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ସୂଚନା ଅନୁସାରେ ଖାଇବା ତେଲ ଉପରୁ ଟିକସ ଉଠାଇବା ପରେ ଏହାର ଦର ୧୫ଟଙ୍କା ପର୍ଯ୍ୟନ୍ତ କମିବ ବୋଲି ଜଣାପଡିଛି । ଏହାକୁ ଅକ୍ଟୋବର ୧୪ରେ ଲାଗୁ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ