Masthead

‘ଆଦିବାସୀଙ୍କ ଠାରୁ ଆଣିଥିବା ଟଙ୍କା ଫେରାଇ ଦିଅ’

ଲାଞ୍ଜିଗଡ଼  (ବଡ଼ ଖବର ବ୍ୟୁରୋ): ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କରିଛନ୍ତି । ବିଭିନ୍ନ ଅଭିଯୋଗ ନେଇ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି। ତିନି ଜଣ ସରକାରୀ ଶିକ୍ଷକମାନଙ୍କୁ ବିଭିନ୍ନ ଆଳରେ ହଇରଆଣ କରି ଟଙ୍କା ମାଗିବା, ନୀରିହ ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଥିବା, ମାଓବାଦୀ ବିରୋଧୀ ବନ୍ଦ କରିବା, ଠକ ମିଡ଼ିଆ କାମ ବନ୍ଦ କରିବା ଆଦି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ପାଷ୍ଟିକୁଡିର ଲାଲୁ ନିଆଲ ନିରୀହ ଯୁବତୀମାନଙ୍କୁ ଚାକିରି କରାଇଦେବା ନାଁ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲିଙ୍ଗ କରି ଟଙ୍କା ମାଗିବା, ଆଦିବାସୀମାନଙ୍କ ଠାରୁ ଆଣିବା ଥିବା ଟଙ୍କା ଏକ ସପ୍ତାହ ମଧ୍ୟରେ ଟଙ୍କା ଫେରାଇବାକୁ ଆହ୍ବାନ ଦେଇଛନ୍ତି । ଏହା ସହିତ ଏହି କାର୍ଯ୍ୟରୁ ଦୂରେଇ ନରହିଲେ ଆଗାମୀ ଦିନରେ ପ୍ରଜାକୋଟକୁ ଡକାଯିବ ଯିବ ବୋଲି ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା